#ନାଚ୍_ନାଗିନ୍_ନାଚ୍
ନାଗିନର ତାଳେତାଳେ ନାଚିଥିବା ଥାନା ବାବୁଙ୍କୁ ନାଚିବାକୁ କହୁଛନ୍ତି ଲୋକେ...କେବଳ କହୁନାହାନ୍ତି ବରଂ ଚଲାଇ ଚଲାଇ ନେଇଛନ୍ତି ବାଟରେ । ଥାନାରେ ନାଗିନ୍ ନାଚି ବିବାଦକୁ ଆସିଥିବା ଥାନା ବାବୁ ଆଜି ଲୋକଙ୍କ ରୋଷର ଶିକାର ହୋଇଛନ୍ତି । ସେପଟେ ଏହି ଘଟଣାରେ ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଅନ୍ୟମାନଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ ଏହାକୁ ନେଇ ଏସପି ପିଆର ରାହୁଲଙ୍କୁ ପ୍ରଶ୍ନ କଲେ ଏସପି କିନ୍ତୁ ଏହାକୁ ଏଡାଇ ଚାଲିଯାଉଛନ୍ତି......
#ArgusNews #Odisha #Jajpur #Police #Nagin_Dance