ଏକଲବ୍ୟ ପୁରସ୍କାର-2020 ପାଇଁ ଖ୍ୟାତନାମା ହକି ଖେଳାଳି ନମିତା ଟପ୍ପୋ ମନୋନୀତ ହୋଇଛନ୍ତି । ନିମାତାଙ୍କୁ ମାନପତ୍ର ସହ ପୁରସ୍କାର ରାଶି ବାବଦକୁ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଏହାସହ ଭାରୋତ୍ତୋଳନକାରୀ ସ୍ନେହା ସୋରେନ ଏବଂ ବ୍ୟାଡ ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଉପ ବିଜେତା ହୋଇଛନ୍ତି । ସ୍ନେହା ଓ ଋତୁପରର୍ଣ୍ଣାଙ୍କୁ 50 ହଜାର ଲେଖାଁଏ ସମ୍ମାନ ରାଶି ପ୍ରଦାନ କରାଯିବ । #ArgusNews #Odisha #Hockey #NamitaTappo