ବୁଲା ପଶୁଙ୍କ ପାଇଁ କଟକ ସହରରେ ଆରମ୍ଭ ହୋଇଛି ରୁଟି ବ୍ୟାଙ୍କ
ଆଉ ଭୋକିଲା ପେଟରେ ଛଟପଟ ହେବେ ନାହିଁ ବୁଲା ପଶୁ । କାରଣ ଅସହାୟ ବୁଲା ପଶୁଙ୍କ ପାଇଁ କଟକ ସହରରେ ଆରମ୍ଭ ହୋଇଛି ରୁଟି ବ୍ୟାଙ୍କ । ସ୍ୱେଚ୍ଛାସେବୀ ସଂଗଠନ ଏଇତ ଜୀବନର ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ସ୍ୱାଗତ କରୁଛନ୍ତି ସାଧାରଣ ଲୋକ । ବିଭିନ୍ନ ଘର, ଦୋକାନ ଓ ଅଫିସରୁ ବଳକା ରୁଟି ସଂଗ୍ରହ କରାଯାଇ ତିଆରି କରାଯାଇଥିବା ବ୍ୟାଙ୍କରେ ରଖାଯାଇ ପଶୁଙ୍କୁ ଖାଇବା ପାଇଁ ଦିଆଯାଉଛି......
#ArgusNews #ArgusUpdate #Odisha #Cuttack #Roti_Bank #Animal
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app