ଖୋର୍ଦ୍ଧା ଜିଲ୍ଲାର ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାଗରଗୁଆଁ ଗ୍ରାମ ର ଯୁବକ ମାନଙ୍କ ପ୍ରୟାସ ରେ କୁନି କୁନି ପିଲାଙ୍କୁ ନେଇ ଝିଅ ମାନଙ୍କୁ ପାଠ ପଢ଼ାରୁ ଯେମିତି ଦୂରେଇ ନ ଦିଆଯିବ ସେଥି ନିମନ୍ତେ ଏକ ଭିଡ଼ିଓ ପ୍ରସ୍ତୁତ କରି ସମାଜରେ କିଛି ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା କରିଛନ୍ତି...
#ArgusNews #Odisha #Khordha #Begunia #gender_equality