ଫଗୁଣ ଆସୁଛି । ଆମ୍ବ ଗଛରେ ଲେସି ହୋଇଗଲାଣି ବଉଳ । ସଜେଇ ହେଉଛି ପ୍ରକୃତି । ପ୍ରେମ ଓ ପ୍ରୀତିର ସନ୍ଦେଶ ନେଇ ବସନ୍ତ ଆଉ ତାର ସହଚରୀ ବଉଳ ସୃଷ୍ଟି କରିବ ଉନ୍ମାଦନା ଓ ନୂତନ ପୁଲକ । ପ୍ରେମ ଶ୍ରଧା ଓ ଭଲପାଇବାର ଏହି ଋତୁରେ ବଉଳର ବାସ୍ନା ଏବେ ବିଭୋରିତ କଲାଣି କବି ଆଉ ଭାବୁକଙ୍କୁ...
#ArgusNews #Odisha #Buala #Mango_Tree #Good_News