ଗଡିଲା ଅଣଲେଉଟା ରୁକୁଣା ରଥ । ବିନା ଭକ୍ତରେ ମାଉସୀ ମାଆ ଛକ ସ୍ଥିତ ରାମେଶ୍ୱର ମନ୍ଦିର ଗଲେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ଏଥିପାଇଁ ମନ୍ଦିର ସମ୍ମୁଖରେ 144 ଧାରା ଜାରି ହୋଇଥିବା ବେଳେ ଚଳିତ ବର୍ଷ କରୋନା ପାଇଁ ବିନା ଭକ୍ତରେ ଗଡିଛି ରଥ । ସେବାୟତ ଓ ପୋଲିସ ମାନେ ରଥ ଟାଣି ନେଇଛନ୍ତି....
#ArgusNews #Odisha #Bhubaneswar #Rukuna_Rathyatra