ପାଲିଙ୍କି ବଦଳରେ ଉଠିଲା କୋକେଇ
ରାତି ପାହିଲେ ହୋଇଥାନ୍ତା ବାହାଘର । ପୁଅକୁ ବର ବେଶରେ ଦେଖିବା ପାଇଁ ସରିଥିଲା ସବୁ ପ୍ରସ୍ତୁତି । ହେଲେ ଦଇବ ଦାଉ ସାଜିଲା । ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ଥାଲକୁଡି ପଂଚାୟତରେ ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି । ଶୁକ୍ରବାର ବାହାଘର ଥିବା ବେଳେ ଗତକାଲି ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେ ଯୁବକ । ଦୁର୍ଘଟଣା ଯୋଗୁ ବାହାଘରର ପୂର୍ବଦିନ ଲିଭିଗଲା ଦୀପକଙ୍କ ଜୀବନ ଦୀପ....
#ArgusNews #Odisha #Jajpur #Accident #Marraige_Death
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app