ରାଜ୍ୟ ସରକାର କରୋନା ସଙ୍କଟ ସମୟରେ ସମସ୍ତ ଡାକ୍ତର ଲୋକଙ୍କ ଚିକିତ୍ସା କରିବେ ବୋଲି ନିୟମ କରିଥିବା ବେଳେ ପୁଇଁନ୍ତଳା ବ୍ଲକର ଜାମଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ମାନଙ୍କ ମନମାନି ଯୋଗୁଁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି...
#ArgusNews #Odisha #Bolangir #Puintala #Doctor_Problem #COVID19