ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ । ସିଗନାଲ ଅଚଳ ଯୋଗୁଁ ସମସ୍ୟା ଭୋଗୁଛନ୍ତି ଯାତ୍ରୀ । ଦୀର୍ଘ ଦିନ ଧରି ସମସ୍ୟା ଲାଗିଥିଲେ ବି କମିଶନରେଟ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯାଉନଥିବା ହୋଇଛି ଅଭିଯୋଗ ......
#ArgusNews #ArgusOdia #Bhubaneswar #Traffic #Odisha #Trafficproblem
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍