ବୁର୍ଲା ଭୀମସାରରେ ଖୋଲିଲା 1ଟଙ୍କିଆ କ୍ଲିନିକ । ଟଙ୍କାଟିଏରେ ରୋଗୀଙ୍କ ପାଇଁ ଉପଲବ୍ଧ ଚିକିତ୍ସା ସୁବିଧା । ଡାକ୍ତରଙ୍କ ନିଆରା ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା । ଅର୍ଥ ଅଭାବରୁ ଚିକିତ୍ସା ସୁବିଧାରୁ ବଞ୍ଚିତ ରୋଗୀ ମାନଙ୍କୁ ମାଗଣାରେ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବା ମୂଳ ଉଦ୍ଦେଶ୍ୟ ଥିବା କହିଛନ୍ତି ଡାକ୍ତର ଶଙ୍କର ରାମଚନ୍ଦାନୀ....
#ArgusNews #Odisha #Sambalpur #Burla #Vimsar #OneRupeeClinic