ଓଲିଉଡ ଅଭିନେତା ଅମ୍ଳାନ ଦାସଙ୍କ ପତ୍ନୀ ନଦୀରୁ ଉଦ୍ଧାର ହେବା ଘଟଣା । ଏକ ଭିଡିଓ ଜାରି କରି ସେ କେମିତି ମହାନଦୀରେ ପଡ଼ିଗଲେ, ତାହା କହିବା ସହ ଏହାକୁ ନେଇ ମିଛ ଖବର ପ୍ରଚାର ନ କରିବାକୁ ଅନୁରୋଧ କରିଛନ୍ତି।
#ArgusNews #ArgusOdisha #ArgusOdia #ArgusUpdate #Headlines #Ollywood #AmlanDash #MihirDash