Tue, Feb 16 | 10:09 p.m.
କେତେ ସୁରକ୍ଷିତ ଫେସବୁକ ? ଆପଣଙ୍କ ଆକ୍ଟିଭିଟି ଉପରେ ଫେସବୁକର ନଜର । ଅଫଲାଇନ୍ ଥିଲେ ବି ଆପଣଙ୍କୁ କରାଯାଉଛି ଟ୍ରାକିଂ ! ଯାହାକୁ ନେଇ ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ଆପଣ କେଉଁ ପର୍ଯ୍ୟଟନ ସ୍ଥଳୀ ବୁଲିବେ, କେଉଁ ହୋଟେଲରେ ରହିବେ, କେଉଁ ପୋଷାକ କିଣିବେ, କଣ ମୋବାଇଲ ବ୍ୟବହାର କରିବେ, ସବୁ ଉପରେ ଫେସବୁକର ନଜର । କେମିତି ଏହା ହେଉଛି ଓ ଏହାଦ୍ୱାରା ଆପ