କଟକ ନେତାଜୀ ବସ ଟର୍ମିନାଲରୁ ବସ୍ ଗଡିବ ଜଣାନାହିଁ କିନ୍ତୁ ଶୁଭ ଦେଉ ଦେଉ ବିଜେଡିର ଚକ ପଙ୍କଚର । ଦଳର କନ୍ଦଳ ଏବେ ପଦାରେ ପଡିଛି । ମୁହାଁମୁହିଁ ହୋଇଛନ୍ତି କଟକ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ଓ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ । ଗୁଗୁଲ୍ ମ୍ୟାପ୍ ଓ ବାସ୍ତବ ଜମିକୁ ନେଇ ଭର୍ତ୍ତୃହରି ଓ ଦେବାଶିଷଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁ ତୁ ମେଁ ମେଁ । ସେପଟେ ଦିଲ୍ଲୀରୁ ଦୌଲତାବାଦ୍ ଭଳି ଟର୍ମିନାଲ୍ ସ୍ଥାନାନ୍ତର ଏବେ ବି ସନ୍ଦେହ ଘେରରେ....
#ArgusNews #Odisha #Cuttack #Bus_Terminal #bjd