#କଟକରେ_କରୋନା_ଟୀକାକୁ_ନେଇ_ଉତ୍ତେଜନା !
ସିଡିଏ ସେକ୍ଟର 7 ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଟୀକାକୁ ଉତ୍ତେଜନା ପ୍ରକାଶ ପାଇଛି। ଟୀକା ନେବାପାଇଁ ଆସିଥିବା ଲୋକଙ୍କୁ ଟୀକା ନଦେଇ ବାହାରକୁ ଟୀକା ସପ୍ଳାଇ କରାଯାଉଥିବାର ଅଭିଯୋଗ କରିଛନ୍ତି ଲୋକେ...
#ArgusNews #Odisha #Cuttack #vaccination #Covid19 #Cutack_CDA