ରାଜ୍ୟରେ ହୋଲି ଖେଳ ଉପରେ କଟକଣା ଲଗାଇଲେ ରାଜ୍ୟ ସରକାର । ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଲେ ଏସଆରସି । କୋଭିଡ ଦ୍ୱିତୀୟ ଲହର ଭିତରେ ରାଜ୍ୟରେ ହୋଲି ପାଳନକୁ କଟକଣାଯୁକ୍ତ କରିଛନ୍ତି ରାଜ୍ୟ ସରକାର ...
#ArgusNews #Holi #Odisha #Festival#HoliBan #CoronaVirus#CoronaSecondPhase