ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକର ଚିଙ୍ଗୁଡ଼ି ଚାଷର କ୍ଷତିଗ୍ରସ୍ତ କୃଷକ ମଞ୍ଚ ପକ୍ଷରୁ ତହସିଲ କାର୍ଯ୍ୟଳୟ ଆଗରେ ଗଣଧାରଣା ଦିଆଯାଇଛି । ବେଆଇନ ଭାବେ ଚାଷ ଜମିରେ ଚିଙ୍ଗୁଡ଼ି ଚାଷ କରାଯାଉ ଥିବାରୁ ଚିଙ୍ଗୁଡ଼ି ଫାର୍ମରୁ ବାହାରୁ ଥିବା ବଜ୍ୟବସ୍ତୁ ଦ୍ୱାରା ବ୍ୟପକ ଭାବେ ଧାନ ଫସଲ ନଷ୍ଟ ହେଉଛି .....
#ArgusNews #Odisha #Bhadrak #Strick
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍