ବାଇପୋଲ ପୂର୍ବରୁ ଭୋଟ ଥୋପ । ପିପିଲି ପାଇଁ ରାଜ୍ୟ ସରକାରଙ୍କ 68 କୋଟିର ପ୍ୟାକେଜ । ଖୋଦ ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗବାସୀଙ୍କ ସହ ଆଲୋଚନା କରିବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ଘୋଷଣା କରିଛନ୍ତି । ତେବେ ବିରୋଧୀଙ୍କ ଅଭିଯୋଗ ଉପନିର୍ବାଚନକୁ ଆଖି ଆଗରେ ରଖି ପିପିଲିବାସୀଙ୍କୁ ରାଜ୍ୟ ସରକାର ମିଛ ପ୍ରତିଶୃତି ଦେଇଛନ୍ତି...
#ArgusNews #Odisha #Puri #Pipili #BJD