ସମ୍ବଲପୁରରେ ଆଇପିଏଲ ବେଟିଂ ମାମଲାରେ 5 ଜଣ ଗିରଫ । ଧନୁପାଲି ଥାନାରୁ 2 ଜଣ, କ୍ଷେତରାଜ ପୁର ଥାନାରୁ 2 ଓ ଟାଉନ ଥାନାରୁ ଜଣଙ୍କ ସମେତ ମୋଟ 5 ଜଣ ଗିରଫ ହୋଇଛନ୍ତି । ଏହି ଯୁବକମାନଙ୍କଠୁ ପୋଲିସ 15 ହଜାର 150 ଟଙ୍କା ଜବତ ହୋଇଛି । #ArgusNews #ArgusOdisha #ArgusOdia #ArgusUpdate #Sambalpur #IPL