ଛତିଶଗଡର ବିଜାପୁରରେ ନକ୍ସଲଙ୍କ ଆକ୍ରମଣରେ ସହିଦ 22 ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉଦଳା ନାଗରିକ ମଞ୍ଚ । ନାଗରିକ ମଞ୍ଚ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରାଯାଇଥିଲା...
#ArgusNews #Chhatishgarh #Odisha #Tribute #SahidJawan #Mayurbhanj