ଗବେଷଣାକୁ ନେଇ ପୁସ୍ତକ ଛାପିବାରେ ଅର୍ଥ ବାଧକ । ସରକାରୀ ପ୍ରୋତ୍ସାହନ ମିଳୁନଥିବା ଅଭିଯୋଗ ।ସରକାରୀ ପ୍ରୋତ୍ସାହନ ମିଳିଲେ ଆହୁରି ଅନେକ କିଛି ପୁସ୍ତକ ଲେଖି ପାରନ୍ତେ ବୋଲି କହିଛନ୍ତି ସଂସ୍କୃତି ଗବେଷକ ଦୁଃଖିଶ୍ୟାମ ବେହେରା...
#ArgusNews #Odisha #Bhubaneswar #Help_Less #Research #Book_Print