ପାଟଣାଗଡ଼ରେ 6 ଜଣଙ୍କୁ ହତ୍ୟା ଘଟଣାକୁ ବିତିଲା 5 ଦିନ... ହେଲେ ଏବେ ସୁଦ୍ଧା କାହାରିକୁ ଗିରଫ କରିନାହିଁ ପୋଲିସ । ସନ୍ଦେହରେ 2 ଜଣ ବାବୁଲା ଯାନୀ ଓ ସୁରେଶ ମାଝିକୁ ପୋଲିସ ଉଠାଇ ଆଣି ଅଟକ ରଖିଥିବା ଜଣାଯାଇଛି । ପୂର୍ବରୁ ଭୋଳା ଓ ଶିବା ଯାନୀକୁ ଅଟକ ରଖି ପଚରାଉଚରା ଚଳାଇଛି ପୋଲିସ...
#ArgusNews #Odisha #Balangir #Murder