ଗରିବଙ୍କୁ ହତାଦାର । ଟଙ୍କା ନାହିଁ ବୋଲି ସରକାରୀ ହସ୍ପିଟାଲରେ ମିଳୁନି ଚିକିତ୍ସା । ବିଛଣାରେ ପଡି ରହି କଷ୍ଟ ପାଉଛି ଭେଣ୍ଡିଆ ପୁଅ । ସମ୍ବଲପୁର ସହର ଆମ୍ବେଦକର ନଗରର ଅର୍ପଣ ସୁନା । ଗୋଡ ଖରାପ ଯୋଗୁଁ ଚାଲି ପାରୁନାହାନ୍ତି । ବୁର୍ଲା ମେଡିକାଲରେ ଚିକିତ୍ସା କରାଇଲେ... ହେଲେ ଚିକିତ୍ସା ପରେ ଗୋଡ ଠିକ୍ ହେବା ବଦଳରେ ପୁରା ଅଚଳ ହୋଇଗଲା ବୋଲି ସେ ଅଭିଯୋଗ କରିଛନ୍ତି...