ଅନେକ ସମସ୍ୟା ଦେଇ ଗତି କରୁଛି ଆସିକା ଚିନିଶିଳ୍ପ । କିନ୍ତୁ ଶ୍ରମିକ ଅଶାନ୍ତି ବର୍ତ୍ତମାନ ଚିନିଶିଳ୍ପ କାର୍ଯ୍ୟର ମୁଣ୍ଡବ୍ୟଥା କାରଣ ସାଜିଛି । ଆଉଟସୋର୍ସିଂରେ କାର୍ଯ୍ୟ କରୁଥିବା ପ୍ରାୟ ଶତାଧିକ ଶ୍ରମିକ ମାନଙ୍କ ଦରମା ମିଳିନଥିବା ବେଳେ ଇପିଏଫ ଜମା ହୋଇନଥିବା ଅଭିଯୋଗ ହୋଇଛି । ଯାହା ଫଳରେ ଅନେକ ଦିନ ହେବ ପୁରା ଅ।ଖୁପେଢା କାର୍ଯ୍ୟ ଠପ ହୋଇଯାଇଥିଲା । ଏପଟେ କିନ୍ତୁ ଘଟଣାକୁ ପୁରା ହାଲକା ଭାବେ ନେଇଛି ଶିଳ୍ପ କତ୍ତୃପକ୍ଷ....
#ArgusNews #Odisha #Ganjam #Asika #Sugar_Factory #Protest