କହିଥିଲେ ରୋଜଗାର ପାଇଁ ଯାଉଛୁ । ପରିବାରର ପେଟ ପୋଷିବାକୁ ଘରୁ ବାହାରିଥିଲେ । କିନ୍ତୁ ସେ ଫେରିଲେନି, ଫେରିଲା ତାଙ୍କର ମୃତଦେହ । ବିଚଳିତ ସେମାନଙ୍କ ପରିବାର, ଅଧୁରା ରହିଗଲା ସବୁ ସ୍ବପ୍ନ । ଏମିତି କିଛି କରୁଣ କାହାଣୀ ସାମ୍ନାକୁ ଆସିଛି ଗଞ୍ଜାମରୁ । ଯେଉଁଠି ଫେରିଛି ଛତିଶଗଡ଼ ବସ ଦୁର୍ଘଟଣାରେ ମୃତକଙ୍କ ମୃତ ଶରୀର ।
#TheArgus #ArgusNews #ArgusOdia #Ganjam #Gujrat #MigrantLabour