ବଢ଼ୁଛି ମାମଲା । ବାହାରି ପରୁନି ସମାଧାନର ବାଟ । ମହିଳାଙ୍କୁ ନ୍ୟାୟ ଦେବା ପାଇଁ ଗଠିତ ହୋଇଥିବା ମହିଳା କମିଶନଙ୍କ ପାଖରେ ଏବେ ବେ 11 ହଜାରୁ ଉର୍ଦ୍ଦ୍ବ ମାମଲା ପଡି ରହିଛି । ଗତ 4 ବର୍ଷ ହେଲା ଲଗାତାର ଭାବେ ହଜାରେରୁ ଅଧିକ ମାମଲା ର ସମାଧାନ ହୋଇପାରୁନଥିବା ବେଳେ କମିଶନଙ୍କ କାର୍ଯ୍ୟକାରିତା ଉପରେ ଉଠିଛି ପ୍ରଶ୍ନବାଚୀ.....
#ArgusNews #Odisha #Bhubaneswar #Mahila_Commission #Case_Pending