କଟକର ଏକ ଘରୋଇ କଲେଜରୁ ପ୍ରଥମେ 12 ଜଣ ଓ ପରେ ସମ୍ପୃକ୍ତ କଲେଜରୁ ପୁଣି 13 ଜଣ କରୋନା ପଜିଟିଭ୍ଚିହ୍ନଟ ହେବାପରେ ଆଉ ଏକ ଶିକ୍ଷାନୁଷ୍ଠାନରୁ 17କରୋନା ପଜିଟିଭ୍ଚିହ୍ନଟ ହୋଇଛନ୍ତି। ଉକ୍ତ ଶିକ୍ଷାନୁଷ୍ଠାନର 17 ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ସିଏମସି ସୂତ୍ରରୁ ଜଣାପଡ଼ିଛି ...
#ArgusNews #Odisha #Cuttack #CoronaPositiveinCuttack #CoronaVirus