ହେଲ୍ମେଟ୍ଚେକିଂ ନାଁରେ ମୟୂରଭଞ୍ଜ କୁଳିଅଣା ପୋଲିସର ଦାଦାଗିରି । ଚେକିଂ ସମୟରେ ଯୁବତୀକୁ ବାଡ଼ିରେ ମାଡ଼ ଅଭିଯୋଗ । ଫଳରେ ଯୁବତୀ ଜଣଙ୍କ ଗୁରୁତର ହୋଇ ପି ଆର ଏମକୁ ସ୍ଥାନନ୍ତର ହୋଇଛନ୍ତି .....
#ArgusNews #Odisha #Mayurbhanj #Helmatechecking #PoliceDadagiri
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app