ନା ସରକାରଙ୍କର ନଜର ପଡୁଛି ନାଁ ସରକାରୀ ଅଧିକାରୀ ଙ୍କର। ଜମି ପଟ୍ଟା ଥାଇ ଆବାସ ଯୋଜନାରୁ ବଞ୍ଚିତ ସେ। ଗଛ ତଳେ କଟୁଛି ଦିନ ଆଉ ରାତି କଟୁଛି ଗଛ ଉପରେ ବନ୍ଧା ମଞ୍ଚାରେ । ହିଂସ୍ର ଜନ୍ତୁ ଭରା ଜଙ୍ଗଲ ମଝିରେ ଗଛ ଉପରେ ଦିନ, ରାତି କାଟୁଛନ୍ତି ବୁଢା ଜେଜେ, ଜେଜେମା ଙ୍କ ସହ ଦୁଇ ନାତୁଣୀ ....
#ArgusNews #Sundargarh #GovtYojanaFailed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app