ଶିଶୁ ସୁରକ୍ଷା ପାଇଁ ରାଜ୍ୟ ସରକାର ଚଲେଇଲେ ପରୀ ରଥ... ମହିଳାଙ୍କ ସୁରକ୍ଷା ପାଇଁ ତିଆରି କଲେ ମହିଳା ହେଲ୍ପ ଡେସ୍କ... ତଥାପି ରାଜ୍ୟରେ ଥମୁନି ଦୁଷ୍କର୍ମ ଓ ଗଣଦୁଷ୍କର୍ମ ଭଳି ଘଟଣା... କଟକ ଜିଲ୍ଲା ସାଲେପୁରରେ ଜଣେ ନାବାଳିକା ସହ ଦୁଇ ଦିନ ଧରି ଗଣଦୁଷ୍କର୍ମ କରାଯିବାର ଘଟିଛି ଘଟଣା । ଏହାକୁ ଚପେଇବା ପାଇଁ ପଇସା ଦେବାପାଇଁ ଲୋଭ ଦିଆଯାଇଥିବା ଅଭିଯୋଗ ...
#ArgusNews #Cuttack #Salipur #GangRape
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app