ଫେରିଛି କୋରୋନାର ନୂଆ ରୂପ । ବାହାର ରାଜ୍ୟରେ ଲକଡାଉନ, ସଟଡାଉନ ସହ ଆରମ୍ଭ ହେଲାଣି ନାଇଟ କର୍ଫ୍ୟୁ । ଏହାକୁ ନେଇ ଓଡ଼ିଶାରେ ମଧ୍ୟ ଅନେକ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ଏହାରି ଭିତରେ ରାଜଧାନୀର ବସ୍ତିବାସିନ୍ଦା କରୋନାର ନୂଆ ରୂପକୁ ନେଇ କେତେ ସତର୍କ ରହିଛନ୍ତି....
#ArgusNews #Odisha #Bhubneswar #Basti #Corona