11 କେଭି ବିଦ୍ୟୁତ୍ ତାର ସଂଯୋଗରେ ଆସି ଜଳିଗଲା ଟ୍ରକ..ସୂଚନା ଅନୁଯାୟୀ ଭଦ୍ରକ ଗଣିଜାଙ୍ଗ ଗ୍ରାମପଞ୍ଚାୟତ ହାସିନପୁର ଛକ ନିକଟରୁ ରାଉରକେଲା ଅଭିମୁଖେ ଏକ ଛଣ ବୋଝେଇ ଗାଡ଼ି ଯାଉଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗାଡିରେ ନିଆଁ ଲାଗିଯାଇଥିଲା.... #ArgusNews #Odisha #Truck #fire