ସାନ ଭାଇକୁ ମାରି ପୋଡିଦେଲେ ଦୁଇ ବଡ ଭାଇ । ପାରିବାରିକ କଳହରୁ ଘଟିଛି ହତ୍ୟାକାଣ୍ଡ । ବୌଦ୍ଧ ଜିଲ୍ଲା ବାଉଁଶୁନୀ ଥାନା ମଲିକପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଦୁଇ ବଡ଼ ଭାଇ ମିଶି ସାନ ଭାଇକୁ ହତ୍ୟା କରିବା ପରେ ଘର ଆଗରେ ଏକ ବିଲରେ କିରୋସିନ ଢାଳି ପୋଡି ଦିଆଯାଇଥିବା ଜଣାପଡିଛି ...
#ArgusNews #Murder #Death #Boudh
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app