ମେ 1ରୁ ଦେଶ ବ୍ୟାପୀ ଆରମ୍ଭ ହେବ 3ୟ ପର୍ଯ୍ୟାୟ ଟିକାକରଣ
ଏହି ପର୍ଯ୍ୟାୟରେ ଟିକାକରଣରେ ସାମିଲ ହେବେ 18ରୁ ଉର୍ଦ୍ଧ ବୟସ୍କ ବ୍ୟକ୍ତି ବିଶେଷ । ତେବେ 1ରୁ ଟିକାକରଣ ଆରମ୍ଭ ହେବାକୁ ଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ରେଜିଷ୍ଟ୍ରେସନ ପ୍ରକ୍ରିୟା...
#ArgusNews #National #CoronaVaccine #Registration