ଆସନ୍ତାକାଲିଠୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ...
ବଦଳିଲା ଛତିଶଗଡ ସୀମାନ୍ତ ୧୦ ଜିଲ୍ଲାର ନାଇଟ କର୍ଫ୍ୟୁ ସମୟ...
19ରୁ ଆନ୍ତଃରାଜ୍ୟ ବସସେବା ବନ୍ଦ...ରାଜ୍ୟରେ ଜାରି ରହିବ ବସସେବା...
ରାଜ୍ୟରେ 3 ହଜାର ମୁହାଁ ଦୈନିକ ସଂକ୍ରମଣ...
କୋରୋନା ବିରୁଦ୍ଧରେ ଲଢିବାକୁ ଓଡ଼ିଶାକୁ ମିଳିଲା ଶକ୍ତି....
ଟୁଇଟରରେ ସାଂସଦ ଅନୁଭବ ମହାନ୍ତିଙ୍କ ଆକସନ୍...କେନ୍ଦ୍ରାପଡାରେ ରିଆକସନ୍...
କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ଚାଲିଛି ମାନସ ମନ୍ଥନ...
ହାଇଦର ଫେରାର ମାମଲାରେ କେନ୍ଦ୍ରୀୟ ଏଜେନ୍ସିର ଏଣ୍ଟ୍ରୀ.....
ରାଜଧାନୀରେ ଉତ୍କଳ ହସ୍ପିଟାଲର ଦାଦାଗିରି.… ମରିବା ପରେ ବି ଛାଡ଼ିଲେନି...
ରାଜଧାନୀରେ ଦମ୍ପତ୍ତିଙ୍କ ହାଇଡ୍ରାମା...ସ୍ତ୍ରୀର ମାଡକୁ ଡରି ଲୁଚିଲା ସ୍ୱାମୀ...
ସ୍ଥଗିତ ହେଲା ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା...
#ArgusNews #Odisha #Headlines 7 PM