ଅବହେଳିତ ଅବସ୍ଥାରେ ପଡି ରହିଛି ସହିଦ୍ ହୃଷିକେଶଙ୍କ ସ୍ମୃତିପୀଠ
ଦାନ୍ତେଓ୍ବାଡାରେ ନକ୍ସଲଙ୍କ ଗୁଳିରେ ସହିଦ ହୋଇଥିବା ହୃଷିକେଶଙ୍କ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ପଡି ରହିଛି। ନିଜସ୍ବ ଅର୍ଥରେ ପରିବାର ଲୋକେ ସ୍ମୃତି ଉଦ୍ଦେଶ୍ୟରେ ସ୍ମୃତିସ୍ତମ୍ଭ ନିର୍ମାଣ କରିଛନ୍ତି। ସେଠାରେ ବିଦ୍ୟୁତୀକରଣ, ପାଚେରୀ, ବଗିଚା, ମେଡିକାଲ କରି ତାଙ୍କୁ ସବୁଦିନ ମନେ ରଖିବା ପାଇଁ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ଗ୍ରାମବାସୀ....
#ArgusNews #Odisha #Jajpur #Sahid #Soldier
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app