ରାଜ୍ୟରେ ପକ୍କାଘର ପ୍ରହେଳିକା
ପ୍ରଳୟଙ୍କାରୀ ବାତ୍ୟାରେ ବାଙ୍କିର ଅନେକ କଚା ଘର ମାଟିରେ ମିଶିଥିଲା । କିନ୍ତୁ ଦେଢବର୍ଷରୁ ଉର୍ଦ୍ଧ୍ୱ ସମୟ ବିତିଛି ଏବେ ବି ଏମାନଙ୍କ ସ୍ଥିତିରେ ସୁଧାର ଆସିନି। ପକ୍କା ଘର ପାଇଁ ଏମାନଙ୍କ ନାଁ ତାଲିକାଭୁକ୍ତ କରାଯିବା ପରେ ବି ମିଳୁନି ଆବାସ । ଘରଟିଏ ପାଇଁ ଏ ଅଫିସରୁ ସେ ଅଫିସ ଦୌଡି ଦୌଡି ନିରାଶ ହୋଇଛନ୍ତି ଗ୍ରାମବାସୀ.....
#ArgusNews #Odisha #Cuttack #Fani #Abasyojana
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app