ନିଆରା ଢଙ୍ଗରେ ହୋଲି ସେଲିବ୍ରେସନ କଲେ "ପିପୁଲ୍ସ ଫର ସେବା"। କୋଭିଡ କଟକଣା ଭିତରେ ରାଜଧାନୀ ଭୁବନେଶ୍ବରର ଝାରପଡା ଜେଲ ନିକଟରେ ଥିବା ମଧୁର୍ମୟୀ ଆଦର୍ଶ ଶିକ୍ଷା ନିକେତନରେ ଦେଖିବାକୁ ମିଳିଛି ନିଆରା ହୋଲି ସେଲିବ୍ରେସନ...
#ArgusNews #Odisha #Bhubaneswar #People_For_Seva #Holi_Celebration