ସମ୍ବଲପୁର ଜିଲ୍ଲାକୁ ଚିଣ୍ଡା ଉପଖଣ୍ଡ ପାଇଁ କରିସ୍ମାକିଶାନ ଲନ ଟେନିସରେ ଆନ୍ତର୍ଜାତୀୟ,ଅଞ୍ଜୁ ନାୟକ ହକିରେ ଜାତୀୟ ଓ ଲକ୍ଷ୍ମୀପ୍ରିୟା କିସାନଜୁ ଡୋରେ ରାଜ୍ୟସ୍ତରୀୟ ଖେଳି ଅନେକ ସୁନାମ ଅର୍ଜନ କରିବା ସହିତ କୁଚିଣ୍ଡା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି...
#ArgusNews #Odisha #Sambalpur #Kuchinda #Player #Proud