କଲେଜରେ ବକାୟ ଟଙ୍କା ଦେଇ ନପାରିବାରୁ ପଡି ରହିଛି ଷାଠିପିକେଟ... ବକାୟ 25 ହଜାର ଟଙ୍କା ଦେଲେ ଆଣିବ ଷାଠିପିକେଟ ଆଜକୁ 20 ଦିନ ହେବ ନିଜ ମା‘ ବୁଢା ଜେଜେ ବାବା ଙ୍କ ସମେତ ଗାଁ ରେ ହେଉଥିବା ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜୋନା ମାଧ୍ୟମ ରେ ଜବ କାର୍ଡ ଦ୍ଵାରା କାମ କରିଚାଲିଛି ...ଡେଲାଙ୍ଗ ବ୍ଲକ ଚାଇଁପୁର ପଂଚାୟତ ରୁ ଆସିଛି ଏଭଳି ଘଟଣା ....
#ArgusNews #Odisha #Delang #childlabour
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app