#କାଠଗଡାରେ_ଝାରସୁଗୁଡା_ପୋଲିସ !
ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ଷ୍ଟାଫ ନର୍ସ ଜନନୀ ମାଝୀ ଗତ ୨୮ ତାରିଖ ଜଣେ ପୋଲିସ କର୍ମଚାରୀଙ୍କ ବିରୋଧରେ ବନହରପାଲି ଥାନାରେ ଦେଇଥିଲେ ଏତଲା । ନ୍ୟାୟ ନ ମିଳିବାରୁ ଜୀବନ ହାରିଲେ ଜନନୀ...
#ArgusNews #Odisha #Jharsuguda #Police #Suicide #Justice