ବାଲେଶ୍ବର ସୋର ଥାନାଅନ୍ତର୍ଗତ ବାଗୁଡି ଛକ ନିକଟରେ ପୋଲିସ ଜନତା ଖଣ୍ଡଯୁଦ୍ଧ । ପଥର ବୋଝେଇ ଟ୍ରକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରତର ହୋଇଥିବାରୁ ରାସ୍ତରୋକ କରିଥିଲେ ସ୍ଥାନୀୟ ବାସିନ୍ଦା । ତାହାକୁ ହଯାଇବାକୁ ଉଦ୍ୟମ ବେଳେ ପୋଲିସକୁ ଆକ୍ରମଣ କରିଥିଲେ ସ୍ଥାନୀୟ ଜନତା ....
#ArgusNews #Balasore #PoliceVCCommonPeople #TruckAccident #Accident
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍