ବାଲି ଖୋଳୁ ଖୋଳୁ ବାହାରିଲା ଶିବଲିଙ୍ଗ ଓ ଦୁଇଟି ମନ୍ଦିର । ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ତ ସିଧେଶ୍ୱର ପୀଠ ନିକଟରେ ବହିଯାଇଥିବା ଉତ୍ତର ବାହିନୀ ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଶିବଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ମନ୍ଦିରର ମୁଖୁଚୁଳା ମଧ୍ୟ ଦୃଶ୍ୟମାନ ହେଉଛି ....
#ArgusNews #LordSiva #ShivLingFound #Jajpur