ସୁରକ୍ଷିତ ଅଛି ତ ଏମାର ମଠ ରୂପା ଇଟ୍ଟା । 2011 ମସିହାରେ ଏମାରମଠରୁ ବାହାରିଥିବା 522 ଖଣ୍ଡ ରୂପା ଇଟା କେତେ ସୁରକ୍ଷିତ ତାକୁ ନେଇ ଏବେ ଉଠିଛି ପ୍ରଶ୍ନ । କାହିଁକି ନା ଏହାରି ମଧ୍ୟରେ ବିତିଗଲାଣି ଦୀର୍ଘ ୯ବର୍ଷ । ବଦଳି ଗଲେଣି ୧୦ ତଦନ୍ତକାରୀ ଅଧିକାରୀ, ଅନେକ ଏସ୍ପି ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । କାହିଁକି ଏତେ ବର୍ଷ ପରେ ପୁରୀ ପୋଲିସ ଦାଖଲ କରିପାରୁନି ଚାର୍ଜସିଟ୍ ...
#ArgusNews #OdishaNews #Puri #Emar_Mutt #Silver_Bricks