ଅଟୋ ଡ୍ରାଇଭରଙ୍କ ମହାନତା...ଅଟୋରେ ବସିଥିବା ଜଣେ ଯାତ୍ରୀ ଭୁଲବଶତଃ ଲକ୍ଷାଧିକ ଟଙ୍କା ଥିବା ଏକ ବ୍ୟାଗ ଅଟୋରେ ଛାଡି ପଳେଇ ଥିଲେ....ଉକ୍ତ ଲୋକଙ୍କ ଖବର ପାଇ ନାରାୟଣ ଉକ୍ତ ବ୍ୟକ୍ତିଙ୍କୁ ଚିହ୍ନି ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଫେରାଇ ଦେଇଥିଲେ....
#ArgusNews #Odisha #Ganjam #Chhatrapur #Auto_Driver