ଆଠ ଲକ୍ଷ ଟଙ୍କା ପାଇଁ ଯୁବକ ପଣବନ୍ଦୀ, ଟଙ୍କା ନଦେଲେ ହାତ ଗୋଡ ବାନ୍ଧି ବନ୍ଧୁକ ମୁନରେ ହତ୍ୟା ଧମକ ଏଭଳି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓଟିରେ ଥିବା ଯୁବକ ଜଣଙ୍କ ବାଲେଶ୍ବର ଜିଲ୍ଲା ସୋର ଥାନା କେଶପୁର ଗ୍ରାମର ତାପସ କୁମାର ମହାନ୍ତି ବୋଲି ଜଣାପଡ଼ିଛି ...
#ArgusNews #Balasore #Detention #Kidnapped