ମାହାଙ୍ଗାରେ ଶାନ୍ତି ପ୍ରତିଷ୍ଠା ପାଇଁ ବିଜେପିର ସଦଭାବନା ରାଲି । ସଦଭାବନା ଯାତ୍ରାରେ ବେଳେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ବର୍ଷିଛନ୍ତି ବିଜେପି ନେତା । ମନ୍ତ୍ରୀ ପ୍ରତାପ ଜେନାଙ୍କ ଇଙ୍ଗିରେ ମାହାଙ୍ଗାରେ ଅଶାନ୍ତି ସୃଷ୍ଟି କରୁଛନ୍ତି ଶାସକ ଦଳର ନେତା ଓ କର୍ମୀ । ସେଥିପାଇଁ ଲୋକଙ୍କୁ ସଚେତନ କରିବା ସହ ବିଜେପି ଶାନ୍ତି ପ୍ରତିଷ୍ଠା ପାଇଁ ସଦଭାବନା ଯାତ୍ରା କରୁଥିବା କହିଛନ୍ତି କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା...
#ArgusNews #Odisha #Mahanga #Sadbhabana_Rally #BJP