ବାବୁଙ୍କ ଆଲିସାନ୍ ବଙ୍ଗଲା ମରାମତି ପାଇଁ 93 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରୁଛି ହେଲେ ଅସହାୟ ଓକିଲଙ୍କ ପାଇଁ ଟଙ୍କା ନାହିଁ । ରାଜ୍ୟର ଓକିଲମାନଙ୍କ ପାଇଁ ଓଡ଼ିଶା ଷ୍ଟେଟ୍ ବାର କାଉନସିଲ୍ ଓ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । କୋରୋନା ସହାୟତା ପାଇଁ ଫର୍ମ ଆବେଦନ କରି ଚୁପ ବସିଯାଇଛି ବାର କାଉନସିଲ୍ । ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ ଏବେ ସର୍ବୋଚ୍ଚ କୋର୍ଟ ଓଡିଶା ଷ୍ଟେଟ୍ ବାର କାଉନସିଲ୍ ଓ ବାର କାଉନସିଲ୍ ଅଫ୍ ଇଣ୍ଡିଆକୁ ନୋଟିସ ଜାରି କରିଛନ୍ତି ...
#TheArgus #Odisha_State_Bar_Council #Advocate #Corona_Sahayata