ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ଡକ୍ଟର ହରେକୃଷ୍ଣ ମହତାବଙ୍କ ଲିଖିତ ଓଡିଶା ଇତିହାସର ହିନ୍ଦୀ ଅନୁବାଦକୁ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀରୁ ଭିଡିଓ କଂଫେରେନ୍ସି ମାଧ୍ୟମରେ ଲୋକାର୍ପଣ କରିଛନ୍ତି....
#ArgusNews #Odisha #Jagatsinghpur #Book_Inauguration Narendra Modi