#ଘାତକ_ହୋଇପାରେ_ବ୍ଲାକ_ଫଙ୍ଗସ୍ ...
ଅନିୟନ୍ତ୍ରିତ ଡାଇେବଟିସ୍ ଓ ଆଇସିୟୁରେ ଅଧିକ ସମୟ ରହିଥିବା ଆକ୍ରାନ୍ତଙ୍କୁ କରିପାରେ ଆଟାକ୍ ...ଠିକ୍ ସମୟରେ ଚିକିତ୍ସା କରାନଗଲେ ମୃତ୍ୟୁମୁଖରେ ପଡିପାରନ୍ତି ରୋଗୀ...କରୋନା ମଧ୍ୟରେ ସାମ୍ନାକୁ ଆସୁଛି ବ୍ଲାକ ଫଙ୍ଗସ୍ ମାମଲା...
#ArgusNews #Odisha #Corona #BlackFungus