ଉପ ନିର୍ବାଚନ ପୂର୍ବରୁ ରାଜନୈତିକ ହିଂସା
ପିପିଲି ନୂଆଶାସନ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ଆଗାମୀ 24 ତାରିଖରେ ହେବ ଉପନିର୍ବାଚନ । ଏହାକୁ ନେଇ ଗତକାଲି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ବିଜେଡିର ମହିଳା ସଭାନେତ୍ରୀ ମହିଳାମାନଙ୍କ ସହ ଆଲୋଚନା କରୁଥିଲେ । ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀଙ୍କୁ ଖୋଲା ବହି ଚି଼ହ୍ନରେ ଭୋଟ ଦେବାକୁ ବାଧ୍ୟ କରାଯିବା ହେତୁ ଚଉଦମାଣ ଗ୍ରାମରେ ଉତେଜନା ଦେଖାଯାଇଥିଲା । ଏହାକୁ ବିରୋଧ କରିବାରୁ କିଛି ମହିଳାଙ୍କୁ ମାଡ଼ ମରାଯାଇଥିବା ନେଇ ପିପିଲି ଥାନାରେ ଅଭିଯୋଗ ହୋଇଛି......
#ArgusNews #Odisha #By_Election #Pipili #Political_Violence
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app